ଏକାମ୍ର ବିକାଶରେ ବଇରି ସାଜିଛି କେନ୍ଦ୍ର,ବାଇ-ଲ’ ପ୍ରତ୍ୟାହାର ଦାବି: ବିସ୍ଫୋରକ ହେଲାଣି ଅସନ୍ତୋଷ

ଶ୍ରୀଲିଙ୍ଗରାଜଙ୍କ ନିକଟରେ ହଜାର ହଜାର ଲୋକଙ୍କ ଦୀପଦାନ ଭୁବନେଶ୍ବର : ଶ୍ରୀଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀ ବ୍ରହ୍ମେଶ୍ବର ମନ୍ଦିର ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍ଏ)ଙ୍କ ପ୍ରସ୍ତାବିତ ଐତିହ୍ୟ ଅଧିନିୟମ (ବାଇ-ଲ’)କୁ ନେଇ ଭୁବନେଶ୍ବରରେ ଅସନ୍ତୋଷ କ୍ରମଶଃ ବିସ୍ଫୋରକ ହେବାକୁ ଲାଗିଲାଣି। ଶୁକ୍ରବାର ହଜାର ହଜାର ସଂଖ୍ୟାରେ ଭକ୍ତ ରାସ୍ତାକୁ ଓହ୍ଲାଇଛନ୍ତି। ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ … Continue reading ଏକାମ୍ର ବିକାଶରେ ବଇରି ସାଜିଛି କେନ୍ଦ୍ର,ବାଇ-ଲ’ ପ୍ରତ୍ୟାହାର ଦାବି: ବିସ୍ଫୋରକ ହେଲାଣି ଅସନ୍ତୋଷ